ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା କୃତ୍ତିକା ନକ୍ଷତ୍ରରେ ଥାଆନ୍ତି
							ଉଦାହରଣ : 
							ସେ କୃତ୍ତିକା ନକ୍ଷତ୍ରରେ ଜନ୍ମ ହୋଇଥିଲା
							
ସମକକ୍ଷ : କୃତ୍ତିକା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
वह समय जब चंद्रमा कृत्तिका नक्षत्र में होता है।
वह कृत्तिका नक्षत्र में पैदा हुआ था।ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ତୃତୀୟ ନକ୍ଷତ୍ର
							ଉଦାହରଣ : 
							ଭରଣୀରୁ ବାହାରି ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ପ୍ରବେଶ କଲା
							
ସମକକ୍ଷ : କୃତ୍ତିକା ନକ୍ଷତ୍ର
ଅନ୍ୟ ଭାଷାରେ ଅନୁବାଦ :
सत्ताईस नक्षत्रों में से तीसरा।
भरणी से निकलकर चंद्रमा ने कृत्तिका नक्षत्र में प्रवेश किया।