ଅର୍ଥ : ପ୍ରିୟ ହେବାର ଅବସ୍ଥା ବା ଭାବ
							ଉଦାହରଣ : 
							ପତିର ସ୍ନେହଭରାଭାବ ଯୋଗୁଁ ସେ ତାର ଗରିବ ଅବସ୍ଥାକୁ ଭୁଲିଯାଇଥିଲା
							
ସମକକ୍ଷ : ପ୍ରେମଭାବ, ସସ୍ନେହଭାବ, ସ୍ନେହଭରାଭାବ
ଅନ୍ୟ ଭାଷାରେ ଅନୁବାଦ :
A positive feeling of liking.
He had trouble expressing the affection he felt.