ଅର୍ଥ : ହିନ୍ଦୁମାନଙ୍କ ଚାରି ବର୍ଣ୍ଣରୁ ଦ୍ୱିତୀୟ, ଯାହାର କାମଥିଲା ଦେଶକୁ ଶାସନ କରିବା ଏବଂ ଶତ୍ରୁଠାରୁ ଦେଶକୁ ରକ୍ଷା କରିବା
							ଉଦାହରଣ : 
							ରାମ କ୍ଷତ୍ରିୟ ଥିଲେ
							
ସମକକ୍ଷ : ଦ୍ୱିତୀୟ ବର୍ଣ୍ଣ
ଅନ୍ୟ ଭାଷାରେ ଅନୁବାଦ :
The second highest of the four varnas: the noble or warrior category.
rajanya