ଅର୍ଥ : ସେହି ଧଳା ତରଳ ପଦାର୍ଥ ଯାହା ମାଈ ସ୍ତନ୍ୟପାୟୀ ପ୍ରାଣୀର ସ୍ତନରୁ ବାହାରେ
							ଉଦାହରଣ : 
							ପିଲାଙ୍କ ନିମନ୍ତେ ମାଆ ଦୁଧ ସର୍ବୋତ୍ତମ ଆହାର
							
ଅନ୍ୟ ଭାଷାରେ ଅନୁବାଦ :
A white nutritious liquid secreted by mammals and used as food by human beings.
milkଅର୍ଥ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
							ଉଦାହରଣ : 
							ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
							
ସମକକ୍ଷ : ଖିର, ବୃକ୍ଷର ନିର୍ଯାସ, ରସ
ଅନ୍ୟ ଭାଷାରେ ଅନୁବାଦ :
A milky exudate from certain plants that coagulates on exposure to air.
latex