ଅର୍ଥ : ରହିବାପାଇଁ ପ୍ରଦତ୍ତ କରାଯାଇଥିବା ବା ଭଡ଼ା ଆଦିଦ୍ୱାରା ନିଶ୍ଚିତ ସମୟସୀମାପାଇଁ ନିଆଯାଇଥିବା ଅସ୍ଥାୟୀ ଘର
							ଉଦାହରଣ : 
							ରମେଶ ସରକାରୀ କ୍ୱାର୍ଟରରେ ରହେ
							
ଅନ୍ୟ ଭାଷାରେ ଅନୁବାଦ :
Housing available for people to live in.
He found quarters for his family.ଅର୍ଥ : ଏକ ପାଆକିଆ ବୋତଲରେ ଯେତେ ମଦ ରହେ
							ଉଦାହରଣ : 
							ଗୋଟେ କ୍ୱାର୍ଟର ମଦ ପିଇବାପରେ ହିଁ ସେ ଏଣୁତେଣୁ ଗପିବାକୁ ଲାଗିଲା
							
ସମକକ୍ଷ : କ୍ୱାର୍ଟର ମଦ
ଅନ୍ୟ ଭାଷାରେ ଅନୁବାଦ :