ଅର୍ଥ : ଏକ ପ୍ରକାର ବବୁଲ ଗଛ
							ଉଦାହରଣ : 
							ଖଇର କାଠରୁ ନିର୍ଯ୍ୟାସ ବାହାର କରାଯାଏ
							
ଅନ୍ୟ ଭାଷାରେ ଅନୁବାଦ :
East Indian spiny tree having twice-pinnate leaves and yellow flowers followed by flat pods. Source of black catechu.
acacia catechu, catechu, jerusalem thornଅର୍ଥ : ଖଇର କାଠରୁ ବାହାରୁଥିବା ନିର୍ଯ୍ୟାସ
							ଉଦାହରଣ : 
							ଖଇର ପାନ ସହିତ ଖିଆଯାଏ
							
ଅନ୍ୟ ଭାଷାରେ ଅନୁବାଦ :
Extract of the heartwood of Acacia catechu used for dyeing and tanning and preserving fishnets and sails. Formerly used medicinally.
black catechu, catechu