ଅର୍ଥ : ଗଛଲତାର ପତ୍ର, ଡେମ୍ଫ ଛିଣ୍ଡାଇଲେ ସେଥିରୁ ବାହାରୁଥିବା ଧଳା ରସ
							ଉଦାହରଣ : 
							ଛିଣ୍ଡାଯାଇଥିବା ପତ୍ରଗୁଡ଼ିକରୁ କ୍ଷୀର ବାହାରୁଥିଲା
							
ସମକକ୍ଷ : କ୍ଷୀର, ବୃକ୍ଷର ନିର୍ଯାସ, ରସ
ଅନ୍ୟ ଭାଷାରେ ଅନୁବାଦ :
A milky exudate from certain plants that coagulates on exposure to air.
latex