ଅର୍ଥ : ଆମୋଦପ୍ରମୋଦ ବା ବ୍ୟାୟାମ ନିମନ୍ତେ ଡିଆଁଡ଼େଇଁ,ଦୌଡ଼ାଦୌଡ଼ି ବା ଅନ୍ୟ କୌଣସି ମନୋରଞ୍ଜକ କାର୍ଯ୍ୟ
							ଉଦାହରଣ : 
							ଖେଳରେ ହାରିବା ଜିତିବା ଲାଗିରହିଥାଏ
							
ଅନ୍ୟ ଭାଷାରେ ଅନୁବାଦ :
An amusement or pastime.
They played word games.ଅର୍ଥ : ଏକ ସକ୍ରିୟ ମନୋରଞ୍ଜନ ଯେଉଁଥିରେ ଶାରୀରିକ ଶ୍ରମ ଏବଂ ପ୍ରତିସ୍ପର୍ଦ୍ଧାର ଆବଶ୍ୟକତା ଥାଏ
							ଉଦାହରଣ : 
							ସେ ଖୋ-ଖୋ, କବାଡୀ, ହକି ଆଦି ଖେଳରେ ଭାଗ ନିଏ
							
ସମକକ୍ଷ : ଏଥ୍ଲେଟିକ୍ସ, ଖେଳ
ଅନ୍ୟ ଭାଷାରେ ଅନୁବାଦ :