ଅର୍ଥ : କୌଣସି ବସ୍ତୁର ଉପରୁ କିଛି ଭାଗ ବାହାରି ଯିବାରୁ ସୃଷ୍ଟିହେଉଥିବା ଖାଲି ସ୍ଥାନ
						 
						 
					
							ଉଦାହରଣ : 
							ଟେବୁଲର ନିମ୍ନଭାଗର ଅଂଶକୁ ବାହାର କରିବାପାଇଁ ସେଥିରେ ଖୋପ ତିଆରି ହୋଇଛି
							
					
							ସମକକ୍ଷ : 
							ଖୋଲ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												किसी वस्तु की सतह से कुछ भाग निकल जाने पर बना हुआ खाली स्थान।
												मेज़ के निचले ख़ाने को बाहर निकालने के लिए उसमें खाँच बना हुआ है।
														
													खाँच, 
खाँचा