ଅର୍ଥ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
						 
						 
					
							ଉଦାହରଣ : 
							ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
							
					
							ସମକକ୍ଷ : 
							ଛନ୍ଦିବା, ବାନ୍ଧିବା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
							
						
					
					
							
								
								
									
										
												रस्सी आदि से पैर आदि बाँधना या जकड़ना।
												उसने बीमार भैंस को सुई लगाने से पहले उसके अगले पैरों को रस्सी से छाना।
														
													छाँदना, 
छानना 
											 
								 
							 
						 
					
							
								
								
									
										
												Fasten or secure with a rope, string, or cord.
												They tied their victim to the chair.
														
													bind, 
tie