ଅର୍ଥ : ଗଳାର ଏକ ରୋଗ ଯେଉଁଥିରେ ଜାଗା ଜାଗାରେ ଗ୍ରନ୍ଥି ଫୁଲି ବାହାରିଆସେ
							ଉଦାହରଣ : 
							କଣ୍ଠମାଳାରେ ଆକ୍ରାନ୍ତ ବ୍ୟକ୍ତିକୁ ଚିକିତ୍ସକ   ସପ୍ତାହକପାଇଁ ଔଷଧ ଦେଲେ
							
ସମକକ୍ଷ : କଣ୍ଠମାଳା
ଅନ୍ୟ ଭାଷାରେ ଅନୁବାଦ :
A form of tuberculosis characterized by swellings of the lymphatic glands.
king's evil, scrofula, struma