ଅର୍ଥ : ଯାହା ଠିକ ଭାବରେ ହଜମ ହୁଏନାହିଁ
							ଉଦାହରଣ : 
							କୁପାଚ୍ୟ ଆହାର ଖାଇଲେ ବ୍ୟକ୍ତି ବେମାର ପଡ଼ିଯାଇପାରେ
							
ଅନ୍ୟ ଭାଷାରେ ଅନୁବାଦ :
Heavy and starchy and hard to digest.
Stodgy food.ଅର୍ଥ : ଯେଉଁଥିରେ ତୈଳ, ଅଣ୍ଡା ବା ଚିନିର ପରିମାଣ ଅଧିକ ଥାଏ
							ଉଦାହରଣ : 
							ଏହି ହୋଟେଲରେ ଗରିଷ୍ଠ ଖାଦ୍ୟ ମିଳେ
							
ଅନ୍ୟ ଭାଷାରେ ଅନୁବାଦ :