ଅର୍ଥ : କୌଣସି ଗଳିରେ ରହୁଥିବା ବା କାମ କରୁଥିବା ଲୋକ
							ଉଦାହରଣ : 
							ଦୁର୍ଘଟନା ହେବାରୁ ପୁରା ଗଳିଲୋକ ଏକାଠୀ ହୋଇଗଲେ
							
ଅନ୍ୟ ଭାଷାରେ ଅନୁବାଦ :
People living or working on the same street.
The whole street protested the absence of street lights.ଅର୍ଥ : ବସ୍ତିର ଅଣଓସାରିଆ ରାସ୍ତା ବା ଯେଉଁ ରାସ୍ତାର ଦୁଇ ପଟରେ କୋଠାଆଦି ଅଛି
							ଉଦାହରଣ : 
							ବାରାଣସୀ ଗଳିର ସହର
							
ଅନ୍ୟ ଭାଷାରେ ଅନୁବାଦ :