ଅର୍ଥ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ
							ଉଦାହରଣ : 
							ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି
							
ସମକକ୍ଷ : ଗାଧୁଆପାଧୁଆ, ସ୍ନାନ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁଥିରେ ସ୍ନାନ କରାଯାଇଛି
							ଉଦାହରଣ : 
							ଗାଧୁଆ ପାଣି ଦୂଷିତ ହେବାର ଆଶଙ୍କା ଅଛି
							
ଅନ୍ୟ ଭାଷାରେ ଅନୁବାଦ :