ଅର୍ଥ : କଣ୍ଟାଳିଆ ଗଛରୁ ପ୍ରାପ୍ତ ଅଠା ଯାହାକୁ ସୁଗନ୍ଧପାଇଁ ଜଳାଯାଏ
							ଉଦାହରଣ : 
							ସେ ଦୋକାନରୁ ଗୁଗ୍ଗୁଳ ଏବଂ ଝୁଣା କିଣିଲା
							
ସମକକ୍ଷ : ଶ୍ରୀବାସ
ଅନ୍ୟ ଭାଷାରେ ଅନୁବାଦ :
An aromatic gum resin obtained from various Arabian or East African trees. Formerly valued for worship and for embalming and fumigation.
frankincense, gum olibanum, olibanum, thusଅର୍ଥ : ଯେଉଁ କଣ୍ଟାଳିଆ ଗଛର ଅଠା ସୁଗନ୍ଧପାଇଁ ଜଳାହୁଏ
							ଉଦାହରଣ : 
							ଗୁଗ୍ଗୁଳର ଅଠା ଅତି ଉପଯୋଗୀ
							
ଅନ୍ୟ ଭାଷାରେ ଅନୁବାଦ :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
tree