ଅର୍ଥ : ଏକ ପ୍ରକାର ଛୋଟ ଖଡ଼ଖଡ଼ିଆ ତଥା ଗୋଲାକାର ଖାଦ୍ୟବସ୍ତୁରେ ଚଣା,ମସଲା,ଖଟା ପାଣି ଆଦି ରଖି ପ୍ରସ୍ତୁତ ହେଉଥିବା ଏକ ମସଲାଯୁକ୍ତ ଖାଦ୍ୟ ପଦାର୍ଥ
							ଉଦାହରଣ : 
							ପିଲାଟି ଗୁପଚୁପ ଖାଇବାକୁ କାନ୍ଦୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ପ୍ରକାରର ଛୋଟ ଫୁଲକା ପୁରି
							ଉଦାହରଣ : 
							ଭାଙ୍ଗି ଯାଇଥିବା ଗୁପଚୁପଗୁଡ଼ିକୁ ଚକଟି  ଦୋକାନୀ ଭେଲରେ ମିଶାଇ ଦେଲା
							
ଅନ୍ୟ ଭାଷାରେ ଅନୁବାଦ :