ଅର୍ଥ : କାହାରିକୁ ଗୁପ୍ତରୂପରେ ରହିବାପାଇଁ ସ୍ଥାନଦେବା
							ଉଦାହରଣ : 
							କେତେକ ଲୋକ ଭୟବଶତଃ ଆତଙ୍କବାଦୀମାନଙ୍କୁ ଗୁପ୍ତରେ ଶରଣ ଦିଅନ୍ତି
							
ସମକକ୍ଷ : ଗୁପ୍ତରେ ଆଶ୍ରୟ ଦେବା, ଗୁପ୍ତରେ ଶରଣ ଦେବା
ଅନ୍ୟ ଭାଷାରେ ଅନୁବାଦ :
* किसी को गुप्त रूप से रहने के लिए स्थान देना।
कुछ लोग भयवश आतंकवादियों को गुप्त शरण देते हैं।