ଅର୍ଥ : ନିଜ ରକ୍ଷାପାଇଁ କାହାକୁ ପାଟିକରି ଡାକିବାର କ୍ରିୟା
						 
						 
					
							ଉଦାହରଣ : 
							ମହିଳା ନ୍ୟାୟ ପାଇବାପାଇଁ ରାଜାଙ୍କୁ ଗୁହାରି କଲେ  ସେ ନିଜ ସାହାଯ୍ୟପାଇଁ ଗୁହାରି କଲେ
							
					
							ସମକକ୍ଷ : 
							ଆବେଦନ, ପ୍ରାର୍ଥନା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												अपनी रक्षा के लिए किसी को चिल्ला कर बुलाने की क्रिया।
												महिला की दुहाई सुनकर सब एकत्रित हो गए।
														
													गुहार, 
दुहाई, 
दोहाई