ଅର୍ଥ : ଆଶ୍ବିନ କୃଷ୍ଣ ଦ୍ବାଦଶୀ ଯେଉଁ ଦିନ ଗାଈ,ବାଛୁରୀ ଆଦିଙ୍କୁ ପୂଜା କରାଯାଏ
							ଉଦାହରଣ : 
							ଗୋବତ୍ସ ଦ୍ବାଦଶୀରେ ବହୁତ ମହିଳା ଉପବାସ ରହନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
अश्विन कृष्णा द्वादशी जिस दिन गाय, बछड़ों आदि की पूजा की जाती है।
बहुत सारी महिलाएँ वसुबारस के दिन उपवास रखती हैं।