ଅର୍ଥ : ଗାଈମାନଙ୍କର ରହୁଥିବା ଜାଗା
							ଉଦାହରଣ : 
							ଏହି ଗାଈ ଗୁହାଳରେ ପାଖାପାଖି ଶହେ ଗାଈ ରହୁଛନ୍ତି
							
ସମକକ୍ଷ : ଗାଈ ଗୁହାଳ, ଗୋରୁ ଗୁହାଳ, ଗୋରୁଶାଳା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍ଥାନରେ କ୍ଷୀର ଓ କ୍ଷୀର ତିଆରି ଜିନିଷ ମିଳେ
							ଉଦାହରଣ : 
							ମୁଁ କ୍ଷୀରି ତିଆରି କରିବାପାଇଁ ଗୋଶାଳାରୁ କ୍ଷୀର ନେଇକି ଆସୁଛି
							
ସମକକ୍ଷ : ଡାଏରୀ ଫାର୍ମ
ଅନ୍ୟ ଭାଷାରେ ଅନୁବାଦ :
वह स्थान जहाँ दूध और दूध की बनी चीज़ें बनती एवं मिलती हैं।
खीर बनाने के लिए दुग्धशाला से दूध लेकर आता हूँ।ଅର୍ଥ : ପାଳିତ ପଶୁମାନଙ୍କର ରହିବାପାଇଁ ସ୍ଥାନ
							ଉଦାହରଣ : 
							ଗୁହାଳକୁ ପ୍ରତିଦିନ ସଫା କରାଯିବା ଉଚିତ
							
ଅନ୍ୟ ଭାଷାରେ ଅନୁବାଦ :
An outlying farm building for storing grain or animal feed and housing farm animals.
barn