ଅର୍ଥ : ଛୋଟ ଗୋଡ଼ି
							ଉଦାହରଣ : 
							ପଥୁରିଆ ରାସ୍ତାରେ  ଖାଲି ପାଦରେ ଚାଲିଲେ ଗୋଡ଼ି ପଶିଯାଏ
							
ସମକକ୍ଷ : ଛୋଟ ପଥର ଖଣ୍ଡ, ବଜୁରୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପଥର ବା ଅନ୍ୟ କୌଣସି ବସ୍ତୁର ଛୋଟ ଖଣ୍ଡ
							ଉଦାହରଣ : 
							ଆଜିକାଲି ଖାଦ୍ୟଶସ୍ୟ ବେପାରୀମାନେ ଖାଦ୍ୟଶସ୍ୟରେ ଗୋଡ଼ି ମିଶାଇ ବିକ୍ରି କରୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :