ଅର୍ଥ : ଯେ ଗୌରବ ବା ମହିମାରେ ମଣ୍ଡିତ
							ଉଦାହରଣ : 
							ବିଶ୍ୱରେ ଭାରତର ଗୌରବପୂର୍ଣ୍ଣ ସ୍ଥାନ ରହିଛି
							
ସମକକ୍ଷ : ଗରିମାପୂର୍ଣ୍ଣ, ଗାରିମାପୂର୍ଣ୍ଣ, ଗାରିମାଯୁକ୍ତ, ଗୌରବପୂର୍ଣ୍ଣ, ଗୌରବମୟ, ଗୌରବଯୁକ୍ତ, ଗୌରବାନ୍ୱିତ
ଅନ୍ୟ ଭାଷାରେ ଅନୁବାଦ :
जो गौरव या महिमा से युक्त हो।
विश्व में भारत का गौरवमय स्थान है।