ଅର୍ଥ : ଜିନିଷର ସେହି ଆକାରହୀନ ଅବସ୍ଥା ଯାହାର ଘନତ୍ୱ ସବୁଠାରୁ କମ୍ ହୁଏ
							ଉଦାହରଣ : 
							ବାୟୁ ଗ୍ୟାସର ମିଶ୍ରଣ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗ୍ୟାସରେ ଜଳୁଥିବା ଚୁଲି
							ଉଦାହରଣ : 
							ଗ୍ୟାସଚୁଲି ଉପରେ ରଖାହୋଇଥିବା ଦୁଧ ଫୁଟୁଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଖାଦ୍ୟ ତିଆରି,ଗାଡି ଚାଳନା ଆଦି କାମରେ ଆସୁଥିବା ଜୀବାଶ୍ମ ଇନ୍ଧନ
							ଉଦାହରଣ : 
							ଆଜିକାଲି ସହରରେ ପାଇପରେ ଘରେଘରେ ଗ୍ୟାସ ଭର୍ତ୍ତି କରାଯାଉଛି
							
ଅନ୍ୟ ଭାଷାରେ ଅନୁବାଦ :
खाना बनाने, गाड़ी चलाने आदि के काम में आने वाला जीवाश्म ईंधन।
आजकल शहर में नलिका से घर-घर में गैस की आपूर्ति की जाती है।ଅର୍ଥ : ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ
							ଉଦାହରଣ : 
							ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ
							
ସମକକ୍ଷ : ବାୟୁ
ଅନ୍ୟ ଭାଷାରେ ଅନୁବାଦ :