ଅର୍ଥ : ଦିନ ରାତିର ଚବିଶ ଭାଗରୁ ଭାଗେ କିମ୍ବା ଷାଠିଏ ମିନିଟର ସମୟ
							ଉଦାହରଣ : 
							ଗାଡ଼ି ଏକ ଘଣ୍ଟା ବିଳମ୍ବରେ ଚାଲୁଅଛି
							
ସମକକ୍ଷ : ଘଂଟା
ଅନ୍ୟ ଭାଷାରେ ଅନୁବାଦ :
A period of time equal to 1/24th of a day.
The job will take more than an hour.ଅର୍ଥ : ଧାତୁ ନିର୍ମିତ ଯେଉଁ ବିଶେଷ ଗୋଲାକାର ବାଦ୍ୟ ଉପରେ ହାତୁଡ଼ିଆଦିରେ ଆଘାତକଲେ ଶବ୍ଦ ଉତ୍ପନ୍ନ ହୁଏ
							ଉଦାହରଣ : 
							ଘଣ୍ଟାର ଟଂନ ଟଂନ ଶବ୍ଦ ଶୁଣି ପିଲାମାନେ ଶ୍ରେଣୀଆଡ଼କୁ ଦୌଡ଼ିଲେ
							
ସମକକ୍ଷ : ଘଣ୍ଟ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେତିକି ଦୂରତା ଏକ ଘଣ୍ଟାରେ ଅତିକ୍ରମ କରିହୁଏ
							ଉଦାହରଣ : 
							ମୋ ଘର ଷ୍ଟେସନଠାରୁ ଏକ ଘଣ୍ଟାର ରାସ୍ତା
							
ସମକକ୍ଷ : ଘଂଟା
ଅନ୍ୟ ଭାଷାରେ ଅନୁବାଦ :