ଅର୍ଥ : ଗଳାର ଯେଉଁ ହାଡ଼ଟି ଆଗକୁ ବାହାରି ପଡ଼ିଛି
							ଉଦାହରଣ : 
							ଗଳାର ଘଣ୍ଟିକା ପାଖ ଜାଗାଟି ବହୁତ କୋମଳ
							
ଅନ୍ୟ ଭାଷାରେ ଅନୁବାଦ :
A U-shaped bone at the base of the tongue that supports the tongue muscles.
hyoid, hyoid bone, os hyoideumଅର୍ଥ : ଗଳାର ଯେଊଁ ନଳୀ ସାହାଯ୍ୟରେ ଖାଦ୍ୟ ପାନୀୟ ପେଟକୁ ଯାଇଥାଏ
							ଉଦାହରଣ : 
							ବେଶି ପାଟି କରିବୁତ ତଣ୍ଟି ଚିପିଦେବି
							
ସମକକ୍ଷ : ତଣ୍ଟି
ଅନ୍ୟ ଭାଷାରେ ଅନୁବାଦ :