ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଯେଉଁ ଯୋଗର ଫଳ ସ୍ବରୂପ ମଣିଷ ମରି ଯାଇପାରେ
						 
						 
					
							ଉଦାହରଣ : 
							ପିଲାଟିର କୁଣ୍ଡଳୀରେ ଘାତକ ଯୋଗ ଅଛି,ତେଣୁ ଆପଣ ନିଜ ଝିଅର ବାହାଘର ତା ସହିତ କରନ୍ତୁ ନାହିଁ
							
					
							ସମକକ୍ଷ : 
							ଘାତକ ଯୋଗ
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												फलित ज्योतिष के अनुसार वह योग जिसके फलस्वरूप आदमी मर सकता हो।
												लड़के के कुंडली में घातक योग है अतः आप अपनी लड़की का विवाह इनसे न करिए।
														
													घातक, 
घातक योग, 
घातकी, 
घातकी योग