ଅର୍ଥ : ବିଶେଷକରି ମାଂସ ନିମନ୍ତେ ପାଳନ କରାଯାଉଥିବା ଏକ ଗୃହପାଳିତ ପଶୁ
							ଉଦାହରଣ : 
							ସେ ବଜାରରୁ ଘୁଷୁରୀ ମାଂସ କିଣିଲା  ଆଜିକାଲି ଘୁଷୁରୀ ପାଳନକୁ ଏକ ବ୍ୟବସାୟ ବୋଲି ଗଣାଯାଉଛି
							
ସମକକ୍ଷ : ଶୂକର
ଅନ୍ୟ ଭାଷାରେ ଅନୁବାଦ :
एक पालतू पशु जो विशेषकर मांस के लिए पाला जाता है।
उसने बाजार से सूअर का मांस खरीदा।