ଅର୍ଥ : ଘୂରିବାର ପ୍ରକ୍ରିୟା
							ଉଦାହରଣ : 
							ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଦିନରାତି ହୁଏ
							
ସମକକ୍ଷ : ଆବର୍ତ୍ତନ
ଅନ୍ୟ ଭାଷାରେ ଅନୁବାଦ :
The act of rotating as if on an axis.
The rotation of the dancer kept time with the music.ଅର୍ଥ : ଗୋଲାକାରରେ ଘୂରିବା ବା ଚକ୍ରରେ ଘୂରିବା ବା ଘୂରାଇବା ପ୍ରକ୍ରିୟା,ଅବସ୍ଥା ବା ଭାବ
							ଉଦାହରଣ : 
							ବଲର ଆବର୍ତ୍ତନ ବହୁତ ତୀବ୍ର
							
ସମକକ୍ଷ : ଆବର୍ତ୍ତନ
ଅନ୍ୟ ଭାଷାରେ ଅନୁବାଦ :