ଅର୍ଥ : ବିଲର ଯେତିକି ଭାଗ ଗୋଟିଏ ଚକ୍କରରେ ହଳ ହୋଇଥାଏ
							ଉଦାହରଣ : 
							କୃଷକ ଛାଡ଼ିଛାଡ଼ି  ଏକ ଘେରା ମଞ୍ଜି ବୁଣୁଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦଉଡ଼ି ଆଦିରେ ପଡ଼ୁଥିବା ମୋଡ଼ା
							ଉଦାହରଣ : 
							ଯେଉଁ ଦଉଡ଼ିରେ ଯେତେ ଘେରା ପଡ଼େ ତାହା ସେତେ ଟାଣ ହୁଏ
							
ସମକକ୍ଷ : ମୋଡ଼ା
ଅନ୍ୟ ଭାଷାରେ ଅନୁବାଦ :
A tortuous and twisted shape or position.
They built a tree house in the tortuosities of its boughs.