ଅର୍ଥ : ଶିଙ୍ଗନଥିବା ଗୋଟିଏ ଚତୁଷ୍ପଦୀ ପ୍ରାଣୀ ଯାହା ଗାଡ଼ି ଟାଣିବା ଓ ଚଢ଼ିବା କାମରେ ଲାଗେ
							ଉଦାହରଣ : 
							ରାଣା ପ୍ରତାପଙ୍କ ଘୋଡ଼ାର ନାମ ଥିଲା ଚେତକ
							
ସମକକ୍ଷ : ଅଶ୍ୱ, ଘୋଟକ, ତୁରଗ, ତୁରଙ୍ଗ, ହୟ
ଅନ୍ୟ ଭାଷାରେ ଅନୁବାଦ :
सींगरहित एक चौपाया जो गाड़ी खींचने और सवारी के काम में आता है।
राणा प्रताप के घोड़े का नाम चेतक था।ଅର୍ଥ : ଯେଉଁ ଉଚ୍ଚା ଷ୍ଟୁଲରେ ଉପରକୁ ଚଢ଼ିବା ପାଇଁ ସିଢ଼ି ଲାଗିଥାଏ
							ଉଦାହରଣ : 
							ଘୋଡ଼ା ଉପରେ ଚଢ଼ି ଚାକରାଣୀ ପଙ୍ଖା ସଫା କରିବାକୁ ଲାଗିଲା
							
ଅନ୍ୟ ଭାଷାରେ ଅନୁବାଦ :
एक तरह का ऊँचा स्टूल जिस पर चढ़ने के लिए सीढ़ियाँ बनी होती हैं।
घोड़े पर चढ़कर बाई पंखा साफ करने लगी।ଅର୍ଥ : ବନ୍ଧୁକ ଭଳି ଶସ୍ତ୍ରର କମାନୀ ଯାହାକୁ ଦବାଇଲେ ବା ଠେଲିଲେ ହିଁ ଗୁଳି ଚାଲିଯାଏ
							ଉଦାହରଣ : 
							ସେ ଲକ୍ଷ୍ୟ କଲେ ଏବଂ ଟ୍ରିଗର ଦବାଇଲେ
							
ସମକକ୍ଷ : ଟ୍ରିଗର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଅଣ୍ଡିରା ଘୋଡ଼ା
							ଉଦାହରଣ : 
							ସୈନିକ ଘୋଡ଼ାରେ ନୁହେଁ ବରଂ ଘୋଡ଼ୀ ଉପରେ ବସିଥିଲା
							
ସମକକ୍ଷ : ଅଶ୍ୱ, ଘୋଟକ, ତୁରଙ୍ଗ, ହୟ
ଅନ୍ୟ ଭାଷାରେ ଅନୁବାଦ :
The male of species Equus caballus.
male horse