ଅର୍ଥ : ଦଳିବାକାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ମାଆ ଗୀତାଦ୍ୱାରା ମଟର ଦଳାଉଛନ୍ତି
							
ସମକକ୍ଷ : ଦଳନ କରାଇବା, ଦଳାଇବା, ମର୍ଦ୍ଦନ କରାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦଳିବା କାମ ଅନ୍ୟ କାହାଦ୍ୱାରା କରାଇବା
							ଉଦାହରଣ : 
							ରାଜା ଶଙ୍କରାଚାର୍ଯ୍ୟଙ୍କୁ ହାତୀଦ୍ୱାରା ଦଳାଇଥିଲେ
							
ସମକକ୍ଷ : ଦଳାଇବା, ମର୍ଦ୍ଦନକରାଇବା, ମଡ଼ାଇବା
ଅନ୍ୟ ଭାଷାରେ ଅନୁବାଦ :