ଅର୍ଥ : ତଳୁ ଉପରଆଡ଼କୁ ନେଇଯିବା
							ଉଦାହରଣ : 
							ସେ ପ୍ରତିଦିନ ପାଣିପମ୍ପ ଦ୍ୱାରା ଟାଙ୍କିରେ ପାଣି ଚଢ଼ାଏ
							
ସମକକ୍ଷ : ଭର୍ତ୍ତିକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
							ଉଦାହରଣ : 
							ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
							
ସମକକ୍ଷ : ବସାଇବା, ସବାର କରେଇବା
ଅନ୍ୟ ଭାଷାରେ ଅନୁବାଦ :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।