ଅର୍ଥ : ଯେଉଁ ଋତୁ ବା ମାସରେ ବର୍ଷା ହୁଏ
							ଉଦାହରଣ : 
							କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
							
ସମକକ୍ଷ : ଜଳଦ କାଳ, ପ୍ରାବୃଟ କାଳ, ବର୍ଷା ଋତୁ, ବର୍ଷାକାଳ
ଅନ୍ୟ ଭାଷାରେ ଅନୁବାଦ :
Rainy season in southern Asia when the southwestern monsoon blows, bringing heavy rains.
monsoonଅର୍ଥ : ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ସମୟ
							ଉଦାହରଣ : 
							ଚତୁର୍ମାସ୍ୟାରେ ଲୋକେ  ଧାର୍ମିକ ବ୍ରତ ପାଳନ କରନ୍ତି
							
ସମକକ୍ଷ : ଚାତୁର୍ମାସ୍ୟା