ଅର୍ଥ (ବିଶେଷ୍ୟ)
ଗୁରୁଙ୍କୁ ଅର୍ଥ ପ୍ରଦାନ କରି ପ୍ରତିବଦଳରେ ଶିକ୍ଷାଗ୍ରହଣ କରୁଥିବା ଶିଷ୍ୟ
ଅମରକୋଷ (ବିଶେଷ୍ୟ)
ଅମର ସିଂହଙ୍କଦ୍ୱାରା ରଚିତ ଗୋଟିଏ ଶବ୍ଦକୋଷ
ଆଲଟ (ବିଶେଷ୍ୟ)
କନାରେ ତିଆରି ହୋଇଥିବା ବା କନା ଲାଗିଥିବା ପଙ୍ଖା
ପ୍ରଭା (ବିଶେଷ୍ୟ)
ସୂର୍ଯ୍ୟଙ୍କ ଜଣେ ପତ୍ନୀ
ବିଫଳ ହେବା (କ୍ରିୟାପଦ)
ପୂର୍ଣ୍ଣ ରୂପରେ ସଫଳ ନହେବା ବା ପତନ ଘଟିବା
କ୍ଷିତି (ବିଶେଷ୍ୟ)
ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଜଣେ ଦେବୀ ଯେ ସମଗ୍ର ସଂସାରକୁ ଧାରଣ କରିଛନ୍ତି
ଶବ୍ଦକୋଷ (ବିଶେଷ୍ୟ)
ଯେଉଁ କୋଷରେ ବର୍ଣ୍ଣମାଳା କ୍ରମରେ ବହୁତ ଶବ୍ଦର ଅର୍ଥ ତଥା ଅନ୍ୟାନ ସୂଚନା ସହିତ ଦିଆଯାଇଥାଏ
ସହୋଦର (ବିଶେଷ୍ୟ)
ଗୋଟିଏ ମାତା ପିତାଙ୍କଠାରୁ ଉତ୍ପନ୍ନ କିମ୍ବା କୌଣସି ବଂଶର କୌଣସି ପିଢିର ବ୍ୟକ୍ତିପାଇଁ ମାତୃ ବା ପିତୃ କୁଳର ସେହି ପିଢିର ଅନ୍ୟ ବ୍ୟକ୍ତି ବା ଯାହାକୁ ଧର୍ମ,ସମାଜ, ଆଇନଆଦିର ଆଧାରରେ ଭାଇର ସ୍ୱୀକୃତି ମିଳିଥାଏ
କମଳ (ବିଶେଷ୍ୟ)
ଗୋରୁଙ୍କୁ ହେଉଥିବା ଏକ ରୋଗ ଯେଉଁଥିରେ ତାଙ୍କ ଶରୀର ଥଣ୍ଡା ପଡ଼ିଯାଏ ତଥା ସେମାନେ ଖାଇବାପିଇବା ଛାଡ଼ିଦିଅନ୍ତି
ଅନୁମୋଦିତ (ବିଶେଷ୍ୟ)
କାହାରିକୁ କୌଣସି ବିଶେଷ ଅବସ୍ଥାରେ କୌଣସି କାର୍ଯ୍ୟ କରିବା ଅଥବା କର୍ତ୍ତବ୍ୟ ବା ଦାୟିତ୍ୱ ପୂରାକରିବା ନିମନ୍ତେ ମିଳୁଥିବା ଅନୁମତି