ଅର୍ଥ : ବିଛେଇବା ବା ଘୋଡ଼ିହେବାପାଇଁ ଲମ୍ବା ଚଉଡ଼ା ଲୁଗା
							ଉଦାହରଣ : 
							ସେ ବଜାରରୁ ଏକ ନୂଆ ଚାଦର କିଣିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧାତୁର ପତଳା ଚାଦର ବା ଖଣ୍ଡ
							ଉଦାହରଣ : 
							ଏହି ଗାଡ଼ିର ଶରୀର ଧାତୁ ପାତରେ ତିଆରି ହୋଇଛି
							
ସମକକ୍ଷ : ଧାତୁ ପାତ, ମେଟାଲ୍ ସୀଟ୍
ଅନ୍ୟ ଭାଷାରେ ଅନୁବାଦ :