ଅର୍ଥ : ଯେଉଁ ସ୍ଥାନରେ ଚାରୋଟି ଗାଁର ସୀମା ମିଶିଥାଏ
							ଉଦାହରଣ : 
							ଏହି ମନ୍ଦିର ହିଁ ଏ ଚାରି ଗାଁର ଚାରିଦୋସମାଳୀ
							
ସମକକ୍ଷ : ଚାରିଦୋସମାଳୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ସ୍ଥାନରେ ଚାରୋଟି ଗ୍ରାମର ସୀମା ମିଶିଛି
							ଉଦାହରଣ : 
							କେହିଜଣେ ଗୁଣିଗାରେଡ଼ି କରି ସିନ୍ଦୁର,ଚୂଡ଼ି,ଟିକିଲି,କଳାକନା ଆଦି ଚାରିଛକିରେ ରଖିଦେଇଛି
							
ସମକକ୍ଷ : ଚାରିଛକ
ଅନ୍ୟ ଭାଷାରେ ଅନୁବାଦ :