ଅର୍ଥ : ରୋଗ ଦୂର କରିବାର ଉପାୟ ବା ପ୍ରକ୍ରିୟା
							ଉଦାହରଣ : 
							ଗାଁର ରୋଗୀମାନଙ୍କୁ ଚିକିତ୍ସାପାଇଁ ସହର ଯିବାକୁ ପଡ଼ିଥାଏ  ଏହି ରୋଗର ପ୍ରତିକାର କଣ ହେବ?
							
ସମକକ୍ଷ : ଉପଚାର, ଡାକ୍ତରୀ ଚିକିତ୍ସା, ରୋଗ ପ୍ରତିକାରକ, ରୋଗଉପଚାର
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚିକିତ୍ସକଙ୍କ କାମ ବା ପେଶା
							ଉଦାହରଣ : 
							ସେ ଚିକିତ୍ସା କରି ତାଙ୍କ ପରିବାର ଭରଣପୋଷଣ କରନ୍ତି
							
ସମକକ୍ଷ : ଡାକ୍ତରି
ଅନ୍ୟ ଭାଷାରେ ଅନୁବାଦ :
The learned profession that is mastered by graduate training in a medical school and that is devoted to preventing or alleviating or curing diseases and injuries.
He studied medicine at Harvard.