ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
							ଉଦାହରଣ : 
							ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏହି କନା, କାଗଜ ଆଦି ଯାହାଉପରେ ଚିତ୍ର କରାଯାଏ
							ଉଦାହରଣ : 
							ଚିତ୍ରକାର ଚିତ୍ରପଟଉପରେ ସୁନ୍ଦର ଚିତ୍ର ତିଆରି କରୁଛି
							
ସମକକ୍ଷ : କାନଭାସ
ଅନ୍ୟ ଭାଷାରେ ଅନୁବାଦ :
A white or silvered surface where pictures can be projected for viewing.
projection screen, screen, silver screen