ଅର୍ଥ : ଫୁଟେଇ ଅର୍କ ବାହାର କରିବା
							ଉଦାହରଣ : 
							ଅତର ତିଆରି କରିବା ପାଇଁ ଫୁଲକୁ ପାଣିରେ ପକାଇ ଯନ୍ତ୍ର ସାହାଯ୍ୟରେ ଚିପୁଡ଼ା ଯାଏ
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରସାଳ ବସ୍ତୁକୁ ଚିପୁଡ଼ି ସେଥିରୁ ରସ ବାହାର କରିବା
							ଉଦାହରଣ : 
							ମାଆ ଆମ୍ବସଢ଼ା କରିବାପାଇଁ ଆମ୍ବକୁ ଚିପୁଡ଼ୁଛନ୍ତି
							
ଅନ୍ୟ ଭାଷାରେ ଅନୁବାଦ :