ଅର୍ଥ : ଛୋଟଛୋଟ କଥାରେ ବିଗିଡ଼ିବା
							ଉଦାହରଣ : 
							ମାଆ ଆଜିକାଲି ବହୁତ ଚିଡ଼ିଚିଡ଼ା ହେଉଛନ୍ତି
							
ସମକକ୍ଷ : ଚିଡ଼ିଚିଡ଼ା ହେବା, ଚିଡ଼ିବା, ବିରକ୍ତ ହେବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦୁଃଖୀ ହୋଇ କ୍ରୋଧ କରିବା
							ଉଦାହରଣ : 
							ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
							
ସମକକ୍ଷ : ଅସନ୍ତୁଷ୍ଟ ହେବା, କୋପ କରିବା, ଚିଡ଼ିବା
ଅନ୍ୟ ଭାଷାରେ ଅନୁବାଦ :
Feel extreme irritation or anger.
He was chafing at her suggestion that he stay at home while she went on a vacation.