ଅର୍ଥ : କାହାକୁ ମୁଗ୍ଧ କରିବା ବା ନିଜର ସତମିଛ ଅସ୍ୱୀକୃତି ବା ସୁକୁମାରତା ସୂଚିତ କରିବାପାଇଁ ସ୍ତ୍ରୀ ସଦୃଶ ଭଙ୍ଗୀ ପ୍ରକାଶ କରିବା ଅବସ୍ଥା
							ଉଦାହରଣ : 
							ମୋ ସ୍ତ୍ରୀ ବହୁତ ଛଇ ଦେଖାଏ
							
ସମକକ୍ଷ : ଛୋପରି ହେବା, ନଖରା କାଢ଼ିବା
ଅନ୍ୟ ଭାଷାରେ ଅନୁବାଦ :
किसी को रिझाने या झूठ-मूठ अपनी अस्वीकृति या सुकुमारता सूचित करने के लिए स्त्रियों की अथवा स्त्रियों की सी चेष्टा करना।
मेरी पत्नी बहुत नख़रे दिखाती है।