ଅର୍ଥ : ଦେବମୂର୍ତ୍ତିଗୁଡ଼ିକ ଉପରେ ଲଗାଯାଉଥିବା ଧାତୁ ନିର୍ମିତ ଛତ୍ରୀ
						 
						 
					
							ଉଦାହରଣ : 
							ଏହି ମନ୍ଦିରର ପ୍ରତ୍ୟେକ ମୂର୍ତ୍ତି ଉପରେ ସୁବର୍ଣ୍ଣ ଛତ୍ରୀ ଲଗାଯାଇଛି
							
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												देवों की मूर्तियों के ऊपर लगाई जानेवाली धातु की छतरी।
												इस मंदिर में प्रत्येक मूर्ति के ऊपर सोने का छत्र लगा हुआ है।
														
													छत्र