ଅର୍ଥ : ସୁଗନ୍ଧିତ ବା ସୁବାସିତ କରିବାପାଇଁ ଗରମ ଘିଅ ବା ତେଲରେ ହେଙ୍ଗୁ, ମରିଚଆଦି ପକାଇବା
							ଉଦାହରଣ : 
							ମା ଡାଲି ଛୁଙ୍କ କରୁଛନ୍ତି
							
ସମକକ୍ଷ : ବଘାରିବା
ଅନ୍ୟ ଭାଷାରେ ଅନୁବାଦ :
सुगंधित या सोंधा करने के लिए गरम घी या तेल में हींग, मिर्च आदि डालना।
माँ दाल छौंक रही है।