ଅର୍ଥ : ଦାନ୍ତରେ କାମୁଡ଼ା ହୋଇଥିବା ଆଖୁର ଛୋଟଛୋଟ ଖଣ୍ଡ
						 
						 
					
							ଉଦାହରଣ : 
							ଶୀଲା ଆଖୁ ଖାଉଛି ଏବଂ ମଝିରେ ମଝିରେ  ଛୋଟଆଖୁଖଣ୍ଡ ନିଜ ପିଲାକୁ ବି ଦେଉଛି
							
					
							ସମକକ୍ଷ : 
							ଆଖୁଚିରୁଡ଼ା, ଆଖୁଟୁକୁଡ଼ା
					
					
						
							ଅନ୍ୟ ଭାଷାରେ ଅନୁବାଦ :
							
						
					
					
							
								
								
									
										
												दाँतों से काटा हुआ गन्ने का एक छोटा टुकड़ा।
												शीला गन्ना खा रही है और बीच-बीच में एक-एक गुल्ला अपने बच्चे को भी दे रही है।
														
													गुल्ला