ଅର୍ଥ : ମାଛ ଧରିବାପାଇଁ ଏକ ବହୁତ ବଡ଼ ଜାଲ
							ଉଦାହରଣ : 
							ମାଛଧରାଳିମାନେ ବଡ଼ଜାଲରେ ନଦୀରୁ ମାଛ ଧରୁଛନ୍ତି
							
ସମକକ୍ଷ : ବଡ଼ଜାଲ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚଉଡ଼ା ମୁହଁ ଥିବା ଏକ ପ୍ରକାରର ତୋପ
							ଉଦାହରଣ : 
							ସେ ଜଂଜାଲ ସାହାଯ୍ୟରେ ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯାଉଥିଲା
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ପୁରୁଣା ଢଙ୍ଗର ଏକ ପ୍ରକାରର ବଡ଼ ରଞ୍ଜକବତୀ ଥିବା ବନ୍ଧୁକ
							ଉଦାହରଣ : 
							ସେ ଜଂଜାଲ ନେଇ ଜଙ୍ଗଲ ଆଡ଼େ ବାହାରି ପଡ଼ିଲା
							
ଅନ୍ୟ ଭାଷାରେ ଅନୁବାଦ :
पुराने ढंग की एक प्रकार की बड़ी पलीतेदार बंदूक।
वह जंजाल लेकर जंगल की ओर निकल पड़ा।