ଅର୍ଥ : ଜଙ୍ଘରୁ ଆଣ୍ଠୁ ପର୍ଯ୍ୟନ୍ତ ପିନ୍ଧାଯାଉଥିବା ଏକ ପ୍ରକାର ପୋଷାକ
							ଉଦାହରଣ : 
							ଶ୍ୟାମ ଘରୁ ବାହାରକୁ ଯିବା ସମୟରେ ଜଙ୍ଘିଆ ଉପରେ ଲୁଙ୍ଗି ପିନ୍ଧିଲା
							
ସମକକ୍ଷ : ଚଡ଼ି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ବସ୍ତ୍ର ପେଣ୍ଟ ଆଦି ତଳେ ପିନ୍ଧାଯାଏ
							ଉଦାହରଣ : 
							ମୋ ଚଡ଼ି ଚିରିଯାଇଛି
							
ସମକକ୍ଷ : ଅଣ୍ଡର ୱେୟର, କାଛିଆ, ଚଡ଼ି
ଅନ୍ୟ ଭାଷାରେ ଅନୁବାଦ :