ଅର୍ଥ : ଯେଉଁ ଇନ୍ଦ୍ରିୟଦ୍ୱାରା ପ୍ରାଣୀ ସନ୍ତାନ ଉତ୍ପନ୍ନ କରନ୍ତି
							ଉଦାହରଣ : 
							ଏଠାରେ ଜନନେନ୍ଦ୍ରିୟ ସମ୍ବନ୍ଧୀୟ ରୋଗର ଚିକିତ୍ସା କରାଯାଏ
							
ସମକକ୍ଷ : ଗୁପ୍ତାଙ୍ଗ, ଜନନଇନ୍ଦ୍ରିୟ, ଜନେନ୍ଦ୍ରିୟ
ଅନ୍ୟ ଭାଷାରେ ଅନୁବାଦ :
वे जननांग जो बाहर से दिखाई देते हैं।
बहुत लोग जननेंद्रिय संबंधी रोगों का इलाज़ करवाने में हिचकिचाते हैं।ଅର୍ଥ : ଜନନ ଅଙ୍ଗ ସମ୍ବନ୍ଧିତ
							ଉଦାହରଣ : 
							ଜନନେନ୍ଦ୍ରିୟ ସମସ୍ୟାଗୁଡ଼ିକ ବାବଦରେ ଲୋକେ ଖୋଲିକରି କଥା କରନ୍ତି ନାହିଁ
							
ଅନ୍ୟ ଭାଷାରେ ଅନୁବାଦ :
जनन अंग से संबंधित।
लोग जननेंद्रिय समस्याओं के बारे में खुलकर बात नहीं करते हैं।