ଅର୍ଥ : ମଧ୍ୟମ ଆକାରର ଗଛରୁ ପ୍ରାପ୍ତ ଏକ ନାଲିରଙ୍ଗର ଫୁଲ
							ଉଦାହରଣ : 
							ମାଆ ମନ୍ଦିରରେ ଫୁଲ ଲାଗିକରିବାପାଇଁ ମନ୍ଦାର ଫୁଲ ତୋଳୁଛନ୍ତି
							
ସମକକ୍ଷ : ମନ୍ଦାର
ଅନ୍ୟ ଭାଷାରେ ଅନୁବାଦ :
मझोले आकार के पेड़ से प्राप्त एक फूल जो लाल रंग का होता है।
माँ मंदिर में चढ़ाने के लिए गुड़हल तोड़ रही है।ଅର୍ଥ : ମଧ୍ୟମ ଧରଣର ଏକ ଗଛ ଯେଉଁଥିରେ ନାଲି ଫୁଲ ଫୁଟେ
							ଉଦାହରଣ : 
							ମାଳୀ ବଗିଚାରେ ମନ୍ଦାର ଲଗାଉଛି
							
ସମକକ୍ଷ : ମନ୍ଦାର, ରକ୍ତମନ୍ଦାର
ଅନ୍ୟ ଭାଷାରେ ଅନୁବାଦ :
एक मझोले आकार का पेड़ जिसमें लाल फूल लगते हैं।
माली उपवन में गुड़हल लगा रहा है।Any plant of the genus Hibiscus.
hibiscus