ଅର୍ଥ : ଏକ ଗଛର ମଞ୍ଜି, ଯାହାକୁ ଖାଇଲେ ଝାଡ଼ା ହେବାକୁ ଲାଗେ
							ଉଦାହରଣ : 
							କୋଷ୍ଠକାଠିନ୍ୟ ଦୂର କରିବାପାଇଁ ଶ୍ୟାମ ଜୋଲାପ ବାଟି ପିଉଛି
							
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେଉଁ ଗଛର ମଞ୍ଜି ଅତ୍ୟନ୍ତ ରେଚକ ହୋଇଥାଏ
							ଉଦାହରଣ : 
							ପେଟ ସଫା କରିବାପାଇଁ ରାମ ଜମାଲଗୋଟା ମଞ୍ଜିକୁ ବାଟି ପିଇଲା
							
ଅନ୍ୟ ଭାଷାରେ ଅନୁବାଦ :