ଅର୍ଥ : ଯାହାର ଜନ୍ମ ଭିନ୍ନ-ଭିନ୍ନ ବର୍ଣ୍ଣ ବା ଜାତିର ବାପା ଓ ମାଆଙ୍କଠାରୁ ହୋଇଥାଏ
							ଉଦାହରଣ : 
							ଆମ ସମାଜରେ ବର୍ଣ୍ଣସଙ୍କରଙ୍କୁ ସହଜରେ ସ୍ୱୀକାର କରାଯାଏ ନାହିଁ
							
ସମକକ୍ଷ : ବର୍ଣ୍ଣସଙ୍କର, ସଙ୍କର, ହାରମଜାଦା, ହାରାମୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ୟଭିଚାରରେ ଉତ୍ପନ୍ନ ସନ୍ତାନ
							ଉଦାହରଣ : 
							ବଶ୍ୟ ଜାରଜକୁ ନିଜର ପୁତ୍ରପରି ପାଳିଲା
							
ସମକକ୍ଷ : ଅବୈଧ ସନ୍ତାନ
ଅନ୍ୟ ଭାଷାରେ ଅନୁବାଦ :
The illegitimate offspring of unmarried parents.
bastard, by-blow, illegitimate, illegitimate child, love child, whoresonଅର୍ଥ : ଭିନ୍ନଭିନ୍ନ ବର୍ଣ୍ଣ ବା ଜାତିର ପିତା ଓ ମାତାଙ୍କ ଠାରୁ ଯାହାଙ୍କର ଜନ୍ମହୋଇଛି
							ଉଦାହରଣ : 
							ବେଶ୍ୟା ଜାରଜ ପିଲାକୁ ଜନ୍ମ ଦେଇଛି
							
ସମକକ୍ଷ : ବର୍ଣ୍ଣଶଙ୍କର, ବେଧୁଆ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ତ୍ରୀର ଉପପତି ବା ଜାରପୁରୁଷ ଆଡ଼ୁ ଉତ୍ପନ୍ନ ହୋଇଥିବା ସନ୍ତାନ
							ଉଦାହରଣ : 
							ସମାଜ ଜାରଜ ବ୍ୟକ୍ତିମାନଙ୍କୁ ସହଜରେ ସ୍ୱୀକାର କରେନାହିଁ
							
ସମକକ୍ଷ : ବେଧ
ଅନ୍ୟ ଭାଷାରେ ଅନୁବାଦ :
Born out of wedlock.
The dominions of both rulers passed away to their spurious or doubtful offspring.